ରାଜଭବନ ଉଦ୍ୟାନରେ ରବିବାରିଆ ଭିଡ଼:ରେକର୍ଡ ସଂଖ୍ୟକ ପର୍ଯ୍ୟଟକ

ଭୁବନେଶ୍ୱର: ରାଜଭବନ ପୁଷ୍ପ ଉଦ୍ୟାନ ଆଜି ଜନ ସମୁଦ୍ର ପାଲଟିଥିଲା। ଭଳିକି ଭଳି ରଙ୍ଗ ବେରଙ୍ଗର ଫୁଲ, ହରିଣ ପାର୍କ, ଆକ୍ବାରିୟମ ଓ ଫାଉଣ୍ଟେନ୍‌ର ଆକର୍ଷଣ ରାଜଧାନୀ ବ୍ୟତୀତ ଆଖପାଖ ଅଞ୍ଚଳରୁ ମଧ୍ୟ ଲୋକଙ୍କୁ ଟାଣି ଆଣିଥିଲା। ଆଜି ରବିବାର ଛୁଟି ଥିବାରୁ ପର୍ଯ୍ୟଟକଙ୍କ ସଂଖ୍ୟା ସବୁ ରେକର୍ଡକୁ ଅତିକ୍ରମ କରିଯାଇଥିଲା। ଆଜି ଗୋଟିଏ ଦିନରେ ୧୦ ହଜାରରୁ ଅଧିକ ପର୍ଯ୍ୟଟକଙ୍କ ସମାଗମ ହୋଇଥିଲା। ଯାହା ସର୍ବକାଳୀନ ରେକର୍ଡ ଥିଲା। … Continue reading ରାଜଭବନ ଉଦ୍ୟାନରେ ରବିବାରିଆ ଭିଡ଼:ରେକର୍ଡ ସଂଖ୍ୟକ ପର୍ଯ୍ୟଟକ